ଅପରାଧ

ସୌମ୍ୟ ମୃତ୍ୟୁ ଘଟଣାରେ ପୁଲିସକୁ କ୍ରାଇମବ୍ରାଞ୍ଚ କରିବ ସହଯୋଗ

ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟରୁ ପର୍ଦ୍ଦା ଉଠିବା ନେଇ ଆଶା ସଂଚାର ହୋଇଛି । କାରଣ ପାରଳାଖେମୁଣ୍ଡିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ । ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ ଆଜି ପାରଳାଖେମୁଣ୍ଡିରେ ପହଞ୍ଚିଛି । ୪ ଜଣିଆ ଟିମରେ ଜଣେ ଡିଏସପିଙ୍କ ସହ ଜଣେ ଇନପେକ୍ଟର ରହିଛନ୍ତି । ତେବେ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ମିଳି ନାହିଁ ବୋଲି ଏଡିଜି ସଂଜିବ ପଣ୍ଡା କହିଛନ୍ତି । ପଣ୍ଡା କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତରେ ପୁଲିସକୁ ସହଯୋଗ କରିବ ।

 

Related posts

ନକଲି ଶିକ୍ଷକ ଗିରଫ

mahabharatanews

ଚଢାଉରେ ଏକ ହଜାରରୁ ଅଧିକ ଲିଟର ମଦ ଜବତ

mahabharatanews

ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା : ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

mahabharatanews