ଓଡିଶା

ଦଣ୍ଡ ଠାକୁରଙ୍କ ମହାମେଳନ

ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଐତିହାସିକ ପଲଟଣ ପଡ଼ିଆଠାରେ ଆୟୋଜିତ ଦଣ୍ଡଠାକୁରଙ୍କ ମହାମେଳନ ଅନୁଷ୍ଠିତ | ଏହି ମହାମେଳନରେ ସ୍ଥାନୀୟ ଅଞ୍ଚଳର ୧୩ ଗୋଟି ଦଣ୍ଡଠାକୁରଙ୍କ ଅପୂର୍ବ ଦଣ୍ଡନୃତ୍ୟ ଓଡ଼ିଶାର ଏକ ପ୍ରାଚୀନ ଓ ଧାର୍ମିକ ଲୋକନୃତ୍ୟ, ଯାହା କେବଳ ନୃତ୍ୟ ନୁହେଁ,ଏହା ଭକ୍ତି ଓ ସଂସ୍କୃତିର ଏକ ଅଦ୍ଭୁତ ସମ୍ମିଳନ। ଏହି ଆଧ୍ୟାତ୍ମିକ ପରିବେଶରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ସ୍ଥାନୀୟ ମାନ୍ୟବର ବିଧାୟକ ତଥା ଓଡିଶା ସରକାର ଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ସାମିଲ ହୋଇଥିଲେ ।

Related posts

ରାଜ୍ୟରେ ସକ୍ରିୟ ହେବ ପ୍ରାକ୍ ମୌସୁମୀ, ମେଘୁଆ ପାଗ ସହ ବର୍ଷା ସମ୍ଭାବନା

mahabharatanews

ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

mahabharatanews

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

mahabharatanews