ଭାରତ

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସୁରକ୍ଷାବାହିନୀ

(ଜାମ୍ମୁ କାଶ୍ମୀର) : ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସୁରକ୍ଷାବାହିନୀ । ଶୁକ୍ରବାର ବିଳମ୍ବିତ ରାତ୍ରରେ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଏକ ଚେକ୍‌ ପଏଣ୍ଟ୍‌ରେ ପହରା ଦେଉଥିବା ଜଣେ ‘ସିଆର୍‌ପିଏଫ୍‌’ ଯବାନ ନିଜକୁ ଗୁଳି ମାରି ଜୀବନ ହରାଇଥିବା କଥା ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ , ନାମକ ଉକ୍ତ ‘ସିଆର୍‌ପିଏଫ୍‌’ ଯବାନ ହେଉଛନ୍ତି ଦକ୍ଷିଣ କଶ୍ମୀର ଜିଲ୍ଲା ଅନ୍ତର୍ଗତ ଅବନ୍ତୀପୁରର ସୈଲ୍‌ ଅଞ୍ଚଳର ଅଜୟ କୁମାର। ରାତି ପ୍ରାୟ ୧.୫୫ରେ ସୈଲ୍‌ ଚେର୍‌ସୂ ନିକଟରେ ଗୁଳି ଫୁଟିବା ଶବ୍ଦ ଶୁଭିଲା। ଡାକ୍ତରୀ ଔପଚାରିକତା ଶେଷ ହେବା ପରେ ୧୭୪ ‘ଇନ୍‌କ୍ବେଷ୍ଟ’ ବା ତଦନ୍ତ ଆରମ୍ଭ ହୋଇଛି। ଆତ୍ମହତ୍ୟା ତାଙ୍କ ମୃତ୍ୟୁର କାରଣ ବୋଲି ସ୍ପଷ୍ଟ ହୋଇଯାଇଛି।

Related posts

ଆଜିଠୁ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ 

mahabharatanews

୨୪ ଘଣ୍ଟାରେ ଦେଶରୁ ୧,୨୭୨ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

mahabharatanews