ଅପରାଧଓଡିଶା

ନିଜକୁ ଗୁଳି କରିଲେ CRPF ଅଫିସର

ନିଜ ସର୍ଭିସ ରିଭଲଭରରୁ ନିଜକୁ ଗୁଳି ଜୀବନ ହାରିଛନ୍ତି ସିଆରପିଏଫ ଅଫିସର । ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।ସୁନୀଲ କୁମାର ସିଆରପିଏଫ ମୁଖ୍ୟ କାର୍ୟ୍ୟାଳୟରେ କାର୍ୟ୍ୟରତ ଥିଲେ ।ସୁନୀଲଙ୍କ ଘର ବିହାର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ସେ ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି।ଘଟଣାସ୍ଥଳରେ ରାୟଗଡା ଏସପି ଓ ପୋଲିସର ତଦନ୍ତ ଜାରି ରହିଛି ।

Related posts

ଆକ୍ରମଣକାରୀକୁ ଗିରଫ କରିବାରେ ପୋଲିସର ଟାଳଟୁଳ ନୀତି ଅଭିଯୋଗ

mahabharatanews

ବଜରଙ୍ଗ କ୍ଲବର ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

mahabharatanews

ସାପ କାମୁଡିଲା ବୋଲି ସାପକୁ କାମୁଡିଲେ

mahabharatanews