ଅପରାଧ

ଟାଙ୍ଗିଆରେ ଶ୍ୱଶୂରଙ୍କୁ ହତ୍ୟା କଲା ବୋହୂ

ଯାଜପୁର: ବାପ ସମାନ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବୋହୂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗ୍ରାମରେ । ଏଭହି ହତ୍ୟାକାଣ୍ଡର କାରଣ ପାରିବାରିକ କଳହ ବୋଲି ସନ୍ଦେହ କରାଯାଉଛି । ରଣପାଳ ଗାଁର ପବନା ହାତୀଙ୍କୁ ତାଙ୍କ ବୋହୂ ଟାଙ୍ଗିଆରେ ଆକ୍ରମଣ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପବନାଙ୍କୁ ହତ୍ୟା କରିବା ପରେ ବୋହୂ ରୂପା ହାତୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତିି । ତେବେ ପାରିବାରିକ କଳହରୁ ଏମିତି ଏକ ଘଟଣା ଘଟିଯାଇଥିବା ସନ୍ଦେହ କରାଯାଉଛି ।

Related posts

ଅଟା ମିଲକୁ ବୋମା ତିଆରି ମେସିନରେ ପରିଣତ କରିଥିଲେ ଆତଙ୍କବାଦୀ

mahabharatanews

ହାଜତ ମୃତ୍ୟୁ:  କେ ରମେଶ ମସ୍ତିଷ୍କରେ ରକ୍ତ ଜମାଟ

mahabharatanews

ମା’ଙ୍କୁ ମାରୁଥିବା ଶିକ୍ଷକ ପୁଅ

mahabharatanews