ଓଡିଶା

ସମ୍ବଲପୁର ଜିଲ୍ଲା ପିଥମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ସମ୍ବଲପୁର ଜିଲ୍ଲା ପିଥମପୁର ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ପାଳନ କରାଯାଇଛି l ଏହା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ କଳା ପ୍ରତିଭା ବିକଶିତ ହେଉଛି ତାଙ୍କ ମନରୁ ଭୟ ଦୂର ହେବା ସହିତ ଆଗ୍ରହ ଉତ୍କଣ୍ଠା ନୁଆଁ କିଛି ଶିଖିବାର ଇଚ୍ଛା ବୃଦ୍ଧି ହେଉଛି l କୁନି କୁନି ଛୁଆ ମାନଙ୍କ ପ୍ରତିଭା ପ୍ରକଶ କରିବା ପାଇଁ ଏହି ବାର୍ଷିକ ଉତ୍ସବ ଟି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନେ ନାଚ ଗୀତ, ଖେଳ କୁଦ, ବିଭିନ୍ନ ଅଭିନୟ ସହିତ କହିବାର କଳା ସବୁ ସାମିଲ ହୋଇଥାଏ l ଗ୍ରାମବାସୀ ଙ୍କ ସାହାଯ୍ୟ ଏବଂ ଶିକ୍ଷକ ମାନଙ୍କ ମନୋ ବଳ ପାଇଁ ଏହା ସମ୍ଭବ l

Related posts

ଆଜି ୪ଘଣ୍ଟା ବନ୍ଦ ଜଗା ଦର୍ଶନ 

mahabharatanews

ହାତୀ ସୁରକ୍ଷା ପାଇଁ ୮୫ଟି ରେଞ୍ଜ୍‌ ଚିହ୍ନଟ 

mahabharatanews

ଗଛରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର

mahabharatanews