ଓଡିଶା

ବ୍ୟାଙ୍କ କର୍ମଚାରୀଙ୍କ ଆତ୍ମହତ୍ୟା

(ତାରାକାନ୍ତ ନାୟକ / ସାଲେପୁର):  କଟକ ଜିଲ୍ଲାର ସାଲେପୁର ଠାରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କର ପିଅନଏବଂ ରାତ୍ରି ଜଗୁଆଳି ଭାବେ କାର୍ୟ୍ୟ କରୁଥିବା ରମେଶ ଚନ୍ଦ୍ର ରାଉତ କୌଣସି କାରଣ ଯୋଗୁଁ ବିଷ ପିଇ ବ୍ୟାଙ୍କ ଛାତ ଉପରେ ଆତ୍ମହତ୍ୟା କରିଛନ୍ତି।ତାଙ୍କ ଘର ପୁରୁଣାପାରି , ସେ ସପରିବାର ସହ ସାଲେପୁରର ରୋଧପୁର ଗ୍ରାମରେ ଭଡାରେ ରହୁଥିଲେ। ସେ ଜଣେ ସାଧାରଣ ଲୋକ ମିଷ୍ଠ ଭାସି ଭାବେ ପରିଚିତ ଥିଲେ । କାହିଁକି ସେ ଆତ୍ମହତ୍ୟା କଲେ ସାଧାରଣରେ ପ୍ରଶ୍ନବାଚୀସୃଷ୍ଟି ହୋଇଛି।ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ସ୍ପଷ୍ଟ ଜଣାପଡିବ ।

Related posts

ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ,୧୦ ଆହତ

mahabharatanews

ଓଡ଼ିଶା ଆସିବେ ନୂଆ ପ୍ରଭାରୀ ଡ. ଅଜୟ କୁମାର

mahabharatanews

ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, କାମୁଡି ଛିଣ୍ଡାଇଲେ ଡାକ୍ତରଙ୍କ କାନ

mahabharatanews