ଓଡିଶାରାଜନୀତି

୩ ବର୍ଷରେ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ୧୦୫୭ : ସୁରେଶ ପୂଜାରୀ

 ଭୁବନେଶ୍ୱର: ବିଗତ ୩ ବର୍ଷ ରେ ବ୍ରଜପାତ ନେଲାଣି ୧୦୫୭ ଜୀବନ । କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ । ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ । ୨୦୨୨-୨୩ ରେ ମଧ୍ୟ ୩୦୬ ଜଣ ଙ୍କ ଜୀବନ ନେଇଥିଲା ବଜ୍ରପାତ । ବଜ୍ରପାତ ଦ୍ୱାରା ସର୍ବାଧିକ ଲୋକ ମୟୁରଭଞ୍ଜ, ବାଲେଶ୍ଵର ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Related posts

୬ ଘଣ୍ଟିଆ ବନ୍ଦ ଡାକରା

mahabharatanews

ମହିଳାଙ୍କ ତୁଳନାରେ ପୁରୁଷ କୋରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି

mahabharatanews

ଜୁନ୍‌ ପୂର୍ବରୁ ଯୁକ୍ତ୨ ପରୀକ୍ଷାଫଳ

mahabharatanews