ଭାରତ

ବାୟୁ ଖରାପ ସ୍ତରରେ ରେକର୍ଡ କଲା ଦିଲ୍ଲୀ 

(ଦିଲ୍ଲୀ) : ଶୀତଦିନ ଆରମ୍ଭ ହେବା ସହିତ ଦିଲ୍ଲୀରେ ବାୟୁ ପ୍ରଦୂଷଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଆଜି ୨୮ ଅକ୍ଟୋବର ଶନିବାର ଦିନ ଦିଲ୍ଲୀ-ଏନସିଆରରେ ବାୟୁ ଆହୁରି ଖରାପ ସ୍ତରରେ ରେକର୍ଡ କରାଯାଇଛି । ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ୨୮୬ର AQI ସହିତ ‘ଖରାପ’ ସ୍ତରରେ ରେକର୍ଡ କରାଯାଇଛି । ଦିଲ୍ଲୀ ଏନସିଆର ବାସିନ୍ଦାଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଯେଉଁ ଲୋକ ମାନଙ୍କର ଶ୍ୱାସ ରୋଗ ରହିଛି ସେମାନଙ୍କୁ ସତର୍କ ରରିବା ପାଇଁ କୁହାଯାଇଛି ।

ସୂଚନାନୁଯାୟୀ , ଦିଲ୍ଲୀର ବାୟୁ ଗୁଣବତ୍ତା ଏବଂ ନୋଏଡା ୨୫୫ର AQI ସହିତ ‘ପ୍ରଦୂଷଣ’ସ୍ତରରେ ରେକର୍ଡ କରାଯାଇଥିଲା । ଗୁରୁଗ୍ରାମରେ ବାୟୁ ଗୁଣବତ୍ତା ଦିଲ୍ଲୀ ଏବଂ ନୋଏଡା ଅପେକ୍ଷା ଭଲ ରହିଥଛିଲା ଗୁରୁଗ୍ରାମରେ ବାୟୁ ଗୁଣବତ୍ତା ୨୦୦ର AQI ସହିତ ‘ମଧ୍ୟମ’ ବର୍ଗରେ ରେକର୍ଡ କରାଯାଇଥିଲା ।

Related posts

ତିନି ଦିନିଆ ଫ୍ରାନ୍ସ ଓ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ସ୍ୱାମୀ କଲା ଗଣଦୁଷ୍କର୍ମ , ଭିଡିଓକୁ କଲା ଭାଇରାଲ

mahabharatanews

ଜୀବନସାଥୀ ବାଛିଲେ ଟିନାଙ୍କ ପୂର୍ବତନ ସ୍ବାମୀ

mahabharatanews