ଓଡିଶା

ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଡା.ଆମ୍ବେଦକର ଜୟନ୍ତି ପାଳନ କରାଯାଉଛି

ରାୟଗଡ଼ା /ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଡା.ଆମ୍ବେଦକର ଜୟନ୍ତି ପାଳନ କରାଯାଉଛି । ଆଜି ସ୍ଥାନୀୟ ନୁଅ। ବସ୍ଷ୍ଟାଣ୍ଡ ଓ ଆମ୍ବେଦକର ସାହି ନିକଟରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଆମ୍ବେଦକର ଙ୍କ ୧୩୧ ତମ ଜନ୍ମ ଉତ୍ସବ ପାଳନ କରାଯାଇଛି। ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅନୁସୂଚୀତ ଜନ ଜାତି ଓ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସ।ରକ। ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ, ସମ୍ମାନୀୟ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲପାଳ ସ୍ଵଧ।ଦେବ ସିଂ, ଅନୁଷୟ। ମାଝି,ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଉପସ୍ତିତ ରହି ମଲ୍ୟ।ର୍ପଣ ପ୍ରଦାନ କରିବା ପରେ ଏକ ସାଧାରଣ ସଭା ର ଅୟୋଜନ କରଯାଇଥିଲା । ସଭାରେ ବାବ। ସ।ହେବ ଆମ୍ବେଦକର ଙ୍କ ଜୀବନୀ ଓ ସମ୍ବିଧାନ ରେ ସମସ୍ତ ଲୋକଙ୍କ ପାଇଁ ସମାନ ବ୍ୟବସ୍ତା ଓ ତାଙ୍କର ଅବଦାନ ଭାରତ ବର୍ଷ ପାଇଁ ଅତୁଳନୀୟ ବିଷୟ ରେ ସମସ୍ତ ଅତିଥି ଆଲୋକପାତ କରିଥିଲେ।

Related posts

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ୨ ଗୁରୁତର

mahabharatanews

୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ 

mahabharatanews

ପାରାଦ୍ୱୀପ କର୍ମଜିବୀ ମହିଳା କକ୍ଷ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ସପ୍ତାହ 

mahabharatanews