ଓଡିଶାଦୁର୍ଘଟଣା

ଦେବଗଡରେ ବୃଦ୍ଧଙ୍କୁ ଦଳିଦେଲା ହାତୀ

ହାତୀ ଆକ୍ରମଣରେ ଵୃଦ୍ଧ ମୃତ ବୃଦ୍ଧା ଗୁରୁତର । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଯୁରାଡଙ୍ଗା ଗାଁରେ ଭୋର ସକାଳୁ ଅଘଟଣ । ଵିଲକୁ ଧାନ କାଟି ଯିବା ସମୟରେ ବୃଦ୍ଧଙ୍କୁ ଦଳିଦେଲା ହାତୀ । ସ୍ୱଚ୍ଛ ପାଇଁ ଯାଇଥିବା ବୃଦ୍ଧାଙ୍କୁ ଆକ୍ରମଣ କଲା ଦନ୍ତା ହାତୀ । ପୃଥକ ପୃଥକ ଜାଗାରେ ୨ଜଣଙ୍କୁ ହାତୀ ଆକ୍ରମଣ କରିଥିବା ସୂଚନା । ଘଟଣା ସ୍ଥଳରେ ଵୃଦ୍ଧ ମୃତ, ବୃଦ୍ଧା ଗୁରୁତର ଅବସ୍ତାରେ ଡାକ୍ତର ଖାନାରେ ଭର୍ତି । ମୃତ ଜଣକ ହେଲେ  କୁଣ୍ଢେଇ ଗୋଳା ଥାନା, ଯୁରା ଡ଼ଙ୍ଗା  ଗାଁ ର  କୁଞ୍ଜ ଦେହୁରୀ, ଆହତ ବୃଦ୍ଧା ହେଲେ, ଯୁରା ଡ଼ଙ୍ଗା ଗାଁର ଦିଲ୍ଲୀପ ବେହେରା ଙ୍କ ସ୍ତ୍ରୀ ରଜନୀ ବେହେରା. ତାଙ୍କୁ ଗୁରୁତର ଅବସ୍ଥା ରେ ଅନଗୁଳ ମୁଖ୍ୟ ଚିକିଛାଳୟ  କୁ ନିଆଁ ଯାଇଥିବା ସୂଚନା ମିଳିଛି ।

Related posts

ଭିମସାର ଆଇସୋଲେସନରେ ମହାରାଷ୍ଟ୍ର ଫେରନ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews

ଅସୁରକ୍ଷା ମଧ୍ୟରେ ଖଜୁରୀଡିହା ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ

mahabharatanews

ରାଜ୍ୟରେ ଦୈନିକ କରୋନା ହ୍ରାସ ପାଇଛି ; ୮୩୬ ପଜିଟିଭ୍ ଚିହ୍ନଟ

mahabharatanews