ଓଡିଶା

ହାତୀର ମୃତ ଦେହ ଉଦ୍ଧାର

(ମହାଭାରତ): ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମସର ବନଖଣ୍ଡ ତାରା ସିଂ ବନାଞ୍ଚଳ ଗୟାଗଣ୍ଡା ସେକସନର କଳିଙ୍ଗପଦର ନିକଟରେ କେନାଲ ବନ୍ଧରୁ ରେ ଏକ ମାଈ ହାତୀକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉକ୍ତ ହାତୀର ଶରୀରରେ ଅନେକ କ୍ଷତ ଥିବା ଦେଖିବାକୁ ମିଳିଛି।

ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମାଈ ହାତୀ ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଏକ ଦନ୍ତା ହାତୀ ସହ ସଂଘର୍ଷ କରିବାପରେ ମାଈ ହାତୀର ମୃତ୍ୟୁ ହୋଇଥିବାର ବନ ବିଭାଗର କର୍ମଚାରୀମାନେ ଅନୁମାନ କରିଛନ୍ତି ।

Related posts

ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ୧୦ଟା ପର୍ୟ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

mahabharatanews

ଶିଶୁ କୋଭିଡ ହସ୍ପିଟାଲ ଖୋଲାଯିବ: ସିବିକେ ମହାନ୍ତି

mahabharatanews

ବଢୁଛି ହାତୀ ମୃତ୍ୟୁ ସଂଖ୍ୟା : ଶିମିଳିପାଳରେ ଏକ ମୃତଦେହ ଠାବ  

mahabharatanews