ମନୋରଞ୍ଜନ

ପରଲୋକରେ ଅଭିନେତା ମାର୍କ ମାଙ୍ଗୋଲିସ

(ଆମେରିକା) : ପରଲୋକରେ ଆମେରିକାର ଲୋକପ୍ରିୟ ଟେଲିଭିଜନ ସୋ’ ‘ବ୍ରେକିଙ୍ଗ ବ୍ୟାଡ’ ଏବଂ ‘ବେଟର୍‌ କଲ  ଶାଉଲ’ରେ ଅଭିନୟ କରିଥିବା ଅଭିନେତା ମାର୍କ ମାଙ୍ଗୋଲିସ। ୮୩ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି ସେ କୌଣସି ରୋଗରେ ପୀଡିତ ନଥିଲେ ଅଚାନକ ଚାଲିଯିବା ଘଟଣା ସମସ୍ତଙ୍କୁ ସବ୍ଧ କରିଦେଇଛି ।

ଅଭିନେତା ମାର୍କ ମାଙ୍ଗୋଲିସଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର କୋଷ୍ଟାର ଇନଷ୍ଟାଗ୍ରାମ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଇନଷ୍ଟାଗ୍ରାମରେ ସେ ଲେଖିଥିଲେ, ‘ମୁଁ ମୋର ସାଙ୍ଗର ମୃତ୍ୟ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛି।

 

Related posts

୧୯ରେ ଆଖୁ ବୁଜିଲେ ଅଭିନେତ୍ରୀ ସୁହାନୀ

mahabharatanews

ଧାରାବାହିକ ‘କୋହରା’ରେ ନଜର ଆସିବେ ବ୍ରିଟିସ୍ ଅଭିନେତ୍ରୀ ରାଚେଲ୍ ସେଲି

mahabharatanews

ନିର୍ବାଚନକୁ ନେଇ ମୁହଁ ଖୋଲିଲେ କଙ୍ଗନା 

mahabharatanews