ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ଫରଦୀନ ଖାନ ଜାଣନ୍ତୁ କାହିଁକି

(ମୁମ୍ବାଇ) : ନିଜକୁ ବଲିଉଡ ଜଗତରୁ ଦୁରେଇ ରହିଥିବା ବଲିଉଡ ଅଭିନେତା ଫରଦୀନ ଖାନ ପୁଣି ଚର୍ଚ୍ଚାରେ । ତେବେ ସେ ଖୁବ ଶୀଘ୍ର ଫିଲ୍ମକୁ ଫେରିବାକୁ ଯାଉଛନ୍ତି। ଏହି ସମୟରେ ତାଙ୍କ ମୃତ୍ୟୁର ମିଥ୍ୟା ଖବର ଅନେକ ଥର ଶୁଣିବାକୁ ମିଳିଥିଲା। ରଦୀନ ନିଜେ ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଫରଦୀନ କହିଛନ୍ତି, ଦୁଇ ଦୁଇ ଥର ତାଙ୍କ କାର ଦୁର୍ଘଟଣାର ଗୁଜବ ଖବର ଆସିଛି। ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଚିନ୍ତିତ ହୋଇପଡନ୍ତି ଯେ ସେମାନେ ଏପରି ଗୁଜବ ବିଷୟରେ ଜାଣିବା ପରେ କିପରି ରିଆକ୍ଟ କରିବେ। ଏହି ଗୁଜବକୁ ନେଇ ଫରଦୀନ ବର୍ତ୍ତମାନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Related posts

୫୫ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର

mahabharatanews

୧୬ରେ ପରଦାକୁ ଆସିବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

mahabharatanews

ଦର୍ଶକଙ୍କ ମନ ମୋହୁଛି ଫିଲ୍ମ ‘ଆନିମଲ’

mahabharatanews