ଭାରତ

ପୋଲ ଉପରୁ ଖସିଲା ଯାତ୍ରୀବାହୀ ବସ୍ ,୨୨ ମୃତ୍

(ମଧ୍ୟପ୍ରଦେଶ) : ପୋଲ ଉପରୁ ଖସିପଡିଲା ଯାତ୍ରୀବାହୀ ବସ୍ । ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଆଜି ଏକ ପୋଲ ଉପରୁ ଯାତ୍ରୀବାହୀ ବସ୍‌ ଖସି ପଡ଼ିବା ଫଳରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ରହିଥିବା ବେଳେ ଅନ୍ୟ ୩୧ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ଶୋଇ ପଡ଼ିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।

Related posts

ଡେବ୍ୟୁ କଲେ ଜୁନିୟର ତେନ୍ଦୁଲକର

mahabharatanews

ଘାତକ ପରିସ୍ଥିତି :ଦିଲ୍ଲୀରେ AQI ୫୦୦ ପାର

mahabharatanews

ଇଡିର ସମନକୁ ମୁଁ ଡରେ ନାହିଁ: ଖାଡଗେ

mahabharatanews