ଭାରତ

ଆଜି କର୍ଣ୍ଣାଟକ ନିର୍ବାଚନ: ପ୍ରାର୍ଥୀ ଚୟନ କରିବେ ଭୋଟର 

(କର୍ଣ୍ଣାଟକ) : ଆଜି କର୍ଣ୍ଣାଟକରେ ଭୋଟ ।  ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ସକାଳ ୭ଟାରେ ଭୋଟ୍‌ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ସୂଚନାନୁଯାୟୀ , କର୍ଣ୍ଣାଟକରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ମୋଟ୍‌ ୫,୩୧,୩୩,୦୫୪ ଜଣ ଭୋଟର ଅଛନ୍ତି। ମଇଦାନରେ ମୋଟ୍‌ ୨୬୧୫ ଜଣ ପ୍ରାର୍ଥୀ ଅଛନ୍ତି।

 

ସେପଟେ ରାଜ୍ୟବ୍ୟାପୀ ୫୮,୫୪୫ ଭୋଟିଂ ବୁଥ୍‌ ବ୍ୟବସ୍ଥା କରାଯାଇଛି। ଭୋଟରଙ୍କ ମଧ୍ୟରେ ୨,୬୭,୨୮,୦୫୩ ଜଣ ପୁରୁଷ ଭୋଟର ଅଛନ୍ତି ଏବଂ ୨,୬୪,୦୦,୭୪ ଜଣ ମହିଳା ଭୋଟର ଅଛନ୍ତି।

 

 

 

Related posts

ଭାରତରେ ଜି-୨୦ ମହାକୁମ୍ଭ

mahabharatanews

ଭାରତକୁ ଫେରିବ ପାକିସ୍ତାନର ସିନ୍ଧ ପ୍ରଦେଶ : ରାଜନାଥ

mahabharatanews

ଓଡିଶା ଆସିବେ ରାହୁଲ ଏବଂ ପ୍ରିୟଙ୍କା 

mahabharatanews