ଓଡିଶା

ମୁକ୍ତିଲାଭ କଲା କୋଶଲି ଚଳଚ୍ଚିତ୍ର ଝରାନ

(ମହାଭାରତ,ବଲାଙ୍ଗୀର): ପଶ୍ଚିମ ଓଡ଼ିଶାର ଲୋକଗୀତ, ଲୋକ କଳା ଉପରେ ଆଧାରିତ ଚଳଚ୍ଚିତ୍ର ଝରାନ ମୁକ୍ତିଲାଭ କରିଛି ବଲାଙ୍ଗୀର ସ୍ଥିତ ରମାଇଁ ସିନେମା ଘରେ । ପଶ୍ଚିମ ଓଡ଼ିଶାର ବଛା ବଛା କଳାକାରଙ୍କୁ ନେଇ ବରିଷ୍ଠ କାହାଣୀ ସହ ଅ ।କର୍ଷଣୀୟ , ସମ୍ବେଦନଶୀଳ ଘଟଣାବଳୀ ଉପରେ ଚଳଚ୍ଚିତ୍ରତି ନିର୍ମିତ ହୋଇଛି । ଜିଲ୍ଲାର ପ୍ରାକୃତିକ ଦୃଶ୍ୟକୁ ଅ ।ଖିଅ ।ଗରେ ରଖି ତଥା ଗୁରୁତ୍ୱ ଦିଅ ।ଯାଇ ଡ଼ଃ ଶ୍ରୀକର ମିଶ୍ର ପ୍ରୟାସରେ ର୍ନିମିତ ହୋଇଛି କୋଶଳି ଚଳଚ୍ଚିତ୍ର ଝରନ । ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଚନ୍ଦନ ତଥା ଜିଲ୍ଲା ଓ ଜିଲ୍ଲା ବାହାରର ଅନେକ କଳା ପ୍ରେମୀଙ୍କ ଭିଡର ଅ ।ସର ଜମିଥିଲା ବଲାଙ୍ଗୀର ରମାଇଁ ସିନେମା ହଲରେ ।

Related posts

ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶାର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ

mahabharatanews

ଧାମନଗର ବିକାଶ ମଙ୍ଗ ଧରିଲେ ନବୀନ

mahabharatanews

ମନ୍ଦିର ପରିସରରେ ପଶିଲା ଦନ୍ତା

mahabharatanews