ଭାରତ

ଲୋକସେବା ଭବନରେ  ନିଆଁ

(ଦିଲ୍ଲୀ) :  ଲୋକସେବା ଭବନରେ  ନିଆଁ । ରାଜଧାନୀରେ ଥିବା ଲୋକସେବା ଭବନରେ ନିଆଁ ଲାଗିଯାଇଥିଲା। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ଏହି ପ୍ରଥମ ମହଲାରେ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ରହିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।

ସୂଚନାନୁଯାୟୀ , ତେଣେ ନିଆଁର ପ୍ରଭାବରେ ଲୋକସେବା ଭବନ ପରିସର ଧୂଆଁମୟ ହୋଇଥିଲା। ଏସିରେ ସଟସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ରାଜଧାନୀରେ ଥିବା  ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିଲା।

Related posts

ବର୍ଷାରେ ଭିଜିଲା ଦିଲ୍ଲୀ-ଏନସିଆର

mahabharatanews

ଟି-୨୦ ବିଶ୍ୱକପ କ୍ରିକେଟ ଲାଗି ଟିମ ଘୋଷଣା କଲା ବାଂଲାଦେଶ

mahabharatanews

3Dରେ ଚନ୍ଦ୍ରଯାନ -୩ 

mahabharatanews