କଟକ: କଟକ ବାଦାମବାଡିରେ ଥିବା କଟକ ମହାନଗର ନିଗମର ଯନ୍ତ୍ରୀ ବିଭାଗ ଷ୍ଟୋରରୁମରେ ଅଗ୍ନିକାଣ୍ଡ । ଅଗ୍ନିଶମ ବିଭାଗ ଠିକଣା ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ନିଆଁ ପ୍ରଥମେ ଷ୍ଟୋରରୁମ ପଛ ଅଳିଆଗଦାରେ କୌଣସି କାରଣରୁ ଲାଗି ଷ୍ଟୋର ରୁମକୁ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାର ଆକଳନ କରାଯାଇନାହିଁ ।
previous post
next post
