ଓଡିଶା

ସିଏମସି ଯନ୍ତ୍ରୀ ବିଭାଗରେ ଅଗ୍ନିକାଣ୍ଡ

କଟକ: କଟକ ବାଦାମବାଡିରେ ଥିବା କଟକ ମହାନଗର ନିଗମର ଯନ୍ତ୍ରୀ ବିଭାଗ ଷ୍ଟୋରରୁମରେ ଅଗ୍ନିକାଣ୍ଡ । ଅଗ୍ନିଶମ ବିଭାଗ ଠିକଣା ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ନିଆଁ ପ୍ରଥମେ ଷ୍ଟୋରରୁମ ପଛ ଅଳିଆଗଦାରେ କୌଣସି କାରଣରୁ ଲାଗି ଷ୍ଟୋର ରୁମକୁ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାର ଆକଳନ କରାଯାଇନାହିଁ ।

Related posts

ଶ୍ରୀମନ୍ଦିର କ୍ଷେତ୍ରରେ ସରକାର ମୋ ପରାମର୍ଶ ନେଉନାହାନ୍ତି: ଶଙ୍କରାଚାର୍ଯ୍ୟ

mahabharatanews

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

mahabharatanews

ବିଜେପିର ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews