ଓଡିଶା

ଅଚାନକ ମେଘନାଦ ପାଚେରିରେ ଲାଗିଲା ନିଆଁ

(ପୁରୀ) :  ଶ୍ରୀମନ୍ଦିର ମେଘନାଦ ପାଚେରିରେ ଲାଗିଲା ନିଆଁ । ସଟ୍‌ସର୍କିଟ୍‌ରୁ ସୋମବାର ଦିନ ମେଘନାଦ ପାଚେରିରେ ଲାଗିଥିବା କଥା ସାମ୍ନାକୁ ଆସିଛି ।ତେବେ ବିଦ୍ୟୁତଟି  ତାର ହୁତ୍‌ହୁତ୍‌ ହୋଇ ଜଳିଯାଇଥିଲା।

ସୂଚନାନୁଯାୟୀ ,  ବିଦ୍ୟୁତ ତାର ଜଳିବା ପରେ ନିଆଁ ଝୁଲା ଖସିବା ଦେଖିବାକୁ ମିଳିଥିଲା । ଭକ୍ତମାନେ ଏ ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାଦେଖି ଶ୍ରୀମନ୍ଦିର ବିଜୁଳି ସଂଯୋଗ କଟାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା।

Related posts

ଆସନ୍ତାକାଲି ଅନୁଷ୍ଠିତ ହେବ ଏଏସଓ ପରୀକ୍ଷା

mahabharatanews

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

mahabharatanews

ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ

mahabharatanews