ଓଡିଶା

ଅଚାନକ ମେଘନାଦ ପାଚେରିରେ ଲାଗିଲା ନିଆଁ

(ପୁରୀ) :  ଶ୍ରୀମନ୍ଦିର ମେଘନାଦ ପାଚେରିରେ ଲାଗିଲା ନିଆଁ । ସଟ୍‌ସର୍କିଟ୍‌ରୁ ସୋମବାର ଦିନ ମେଘନାଦ ପାଚେରିରେ ଲାଗିଥିବା କଥା ସାମ୍ନାକୁ ଆସିଛି ।ତେବେ ବିଦ୍ୟୁତଟି  ତାର ହୁତ୍‌ହୁତ୍‌ ହୋଇ ଜଳିଯାଇଥିଲା।

ସୂଚନାନୁଯାୟୀ ,  ବିଦ୍ୟୁତ ତାର ଜଳିବା ପରେ ନିଆଁ ଝୁଲା ଖସିବା ଦେଖିବାକୁ ମିଳିଥିଲା । ଭକ୍ତମାନେ ଏ ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାଦେଖି ଶ୍ରୀମନ୍ଦିର ବିଜୁଳି ସଂଯୋଗ କଟାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା।

Related posts

ରାଜ୍ୟ ସରକାର ଓ ପୋଲିସ ଉପରେ ବର୍ଷିଲା ବିଜେପି

mahabharatanews

ଦେଶରେ ସୁନା ଦର ବଢିବା ପରେ ଏବେ ଲୋକଙ୍କୁ ଘାରିଲାଣି ପେଟ୍ରୋଲ ଚିନ୍ତା ।

mahabharatanews

ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା

mahabharatanews