ଓଡିଶା

କଂଗ୍ରେସ ଭବନରୁ ଆସବାବପତ୍ର ଚୋରି

ଭୁବନେଶ୍ୱର: କଂଗ୍ରେସ ଭବନରୁ ଚୋରି । ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପାର୍ଟି ଅଫିସ ଭିତରୁ ଆସବାବପତ୍ର ଚୋରି ନେଇ ଅଭିଯୋଗ ହୋଇଛି। କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। କ୍ୟାପିଟାଲ ଥାନାରେ ଏତଲା ଦେଲେ ବୈଦ୍ୟନାଥ। ଫର୍ଣ୍ଣିଚର ସହ ଏସି ଷ୍ଟାବିଲାଇଜର ଓ ତମ୍ବା ତାର ଚୋରି। ରାତିରେ ପାର୍ଟି ଅଫିସ ନିକଟରେ ପୋଲିସ ପାଟ୍ରୋଲିଂକୁ ବ୍ୟାପକ କରିବାକୁ ଅନୁରୋଧ ହୋଇଛି।

Related posts

ଦେବୀ ନଦୀରୁ ନାଵାଳିକା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

mahabharatanews

ବସ୍ ଧର୍ମଘଟ ପ୍ରତ୍ୟାହାର

mahabharatanews

ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ପାଇଁ ଉଚ୍ଚସ୍ତରୀୟ ବୈଠକ

mahabharatanews