Uncategorized

ବୃଦ୍ଧି ପାଇବାରେ ଲାଗିଛି ସୁନା ଦର

ନୂଆଦିଲ୍ଲୀ: ଋଷ -ୟୁକ୍ରେନ ଯୁଦ୍ଧ ଭିତରେ ସେୟାର ବଜାର ଉପରେ ସବୁଠୁ ବଡ଼ ପ୍ରଭାବ ପଢ଼ିଛି ।ଏହା ସହ ଆଶ। ଠାରୁ ଅଧିକ ଦାମରେ ବଢିଛି ସୁନାଦର ।ସୁନା ଦର ୧୪୦୦ ଟଙ୍କା ବଢିଥିବାବେଳେ ରୂପା ଦର ୨୦୦୦ ଟଙ୍କା ବଢିଛି । ଭାରତୀୟ ବଜାରରେ ଆଜି ସୁନା ଦର (୨୪କ୍ୟାରେଟ୍ ) ୧୦ ଗ୍ରାମ ପିଛା ୫୧,୭୫୦ ଟଙ୍କା ଉପରେ ରହିଛି ।ବିଶ୍ୱ ସଂଙ୍କଟ ସମସ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଛି, ଯେଉଁଠାରୁ ସୁନା ବି ବାଦ ପଡିନି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି, ଏହ ସହ ସୁନା ଦରରେ ଆକାଶ ଛୁଆ ବୃଦ୍ଧି ହୋଇଛି । ଯଦି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରୁହେ ତେବେ ସୁନାମୂଲ୍ୟ ଆହୁରି ବୃଦ୍ଧି ପାଇବ । ବିଶେଷଜ୍ଞମାନଙ୍କ ଆକଳନ ମୁତାବକ ଅନୁଯାୟୀ ମାତ୍ର କିଛି ଦିନରେ ସୁନା ଦର ପ୍ରତି ୧୦ ଗ୍ରାମରେ ୬୦,୦୦୦ ଟଙ୍କା ସ୍ତରକୁ ଛୁଇଁପାରେ ।

Related posts

ଟିଏମ୍ସି ନେତାଙ୍କୁ ଲକ୍ଷେ୍ନøରେ ପ୍ରବେଶ ଅନୁମତି ନାହିଁ: ଡିଜିପି

mahabharatanews

ରାଜଦୀପଙ୍କ ବିରୋଧରେ ଅବମାନନା ମାମଲାକୁ ଅସ୍ୱୀକାର କଲେ ସୁପ୍ରିମ କୋର୍ଟ

mahabharatanews

ମେ ୩୧ ପର୍ଯ୍ୟନ୍ତ ଚେନ୍ନାଇକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ତାମିଲନାଡୁ ସରକାରର ଅନୁରୋଧ

mahabharatanews