Uncategorized

ବୃଦ୍ଧି ପାଇବାରେ ଲାଗିଛି ସୁନା ଦର

ନୂଆଦିଲ୍ଲୀ: ଋଷ -ୟୁକ୍ରେନ ଯୁଦ୍ଧ ଭିତରେ ସେୟାର ବଜାର ଉପରେ ସବୁଠୁ ବଡ଼ ପ୍ରଭାବ ପଢ଼ିଛି ।ଏହା ସହ ଆଶ। ଠାରୁ ଅଧିକ ଦାମରେ ବଢିଛି ସୁନାଦର ।ସୁନା ଦର ୧୪୦୦ ଟଙ୍କା ବଢିଥିବାବେଳେ ରୂପା ଦର ୨୦୦୦ ଟଙ୍କା ବଢିଛି । ଭାରତୀୟ ବଜାରରେ ଆଜି ସୁନା ଦର (୨୪କ୍ୟାରେଟ୍ ) ୧୦ ଗ୍ରାମ ପିଛା ୫୧,୭୫୦ ଟଙ୍କା ଉପରେ ରହିଛି ।ବିଶ୍ୱ ସଂଙ୍କଟ ସମସ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଛି, ଯେଉଁଠାରୁ ସୁନା ବି ବାଦ ପଡିନି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି, ଏହ ସହ ସୁନା ଦରରେ ଆକାଶ ଛୁଆ ବୃଦ୍ଧି ହୋଇଛି । ଯଦି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରୁହେ ତେବେ ସୁନାମୂଲ୍ୟ ଆହୁରି ବୃଦ୍ଧି ପାଇବ । ବିଶେଷଜ୍ଞମାନଙ୍କ ଆକଳନ ମୁତାବକ ଅନୁଯାୟୀ ମାତ୍ର କିଛି ଦିନରେ ସୁନା ଦର ପ୍ରତି ୧୦ ଗ୍ରାମରେ ୬୦,୦୦୦ ଟଙ୍କା ସ୍ତରକୁ ଛୁଇଁପାରେ ।

Related posts

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ

mahabharatanews

ସୁଶାନ୍ତଙ୍କ ଆତ୍ମହତ୍ୟାର ସିବିଆଇ ତଦନ୍ତ ଦାବିକଲେ ଏଜାଜ ଖାନ

mahabharatanews

୩ ଦିନ ସ୍କୁଟି ଚଳାଇ ପୁଅକୁ ଆଣିଲେ ମା’

mahabharatanews