ଭାରତ

ଅଲବିଦା ୨୦୦୦ ଟଙ୍କିଆ ନୋଟ 

(ଭୁବନେଶ୍ୱର) : ଆଉ ଦେଖିବାକୁ ମିଳିବିନି ୨୦୦୦ ଟଙ୍କା ନୋଟ୍ । ଆଜି ଦାଖଲ କରିବାର ରହିଛି ଶେଷ ଦିନ ରହିଥିଲା । କାଲିଠାରୁ ଅର୍ଥାତ୍ ଅକ୍ଟୋବର ୧ତାରିଖରୁ ଭାରତରେ ୨୦୦୦ଟଙ୍କା ନୋଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ନୋଟ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ଚାରି ମାସ ସମୟ ଆଜି ଶେଷ ହେଉଛି । ମେ ୨୩  ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସୂଚନାନୁଯାୟୀ ,  ନୋଟ୍‌ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ସମୟ ଦେଇଥିଲା, ଯାହା ଆଜି ଶେଷ ହେଉଛି ।  ୨୦୧୬  ନଭେମ୍ବର ୮  ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିବା ପରେ ପୁରୁଣା ୫୦୦  ଟଙ୍କା ଓ ୧୦୦୦ଟଙ୍କା ନୋଟ୍ ବନ୍ଦ ହୋଇଯାଇଥିଲା । ଏହା ପରେ ବଜାରକୁ ଆସିଥିଲା ୨୦୦୦ ଟଙ୍କା ନୋଟ୍ ।

Related posts

ଇମ୍ରାନ ଖାନଙ୍କୁ ମିଳିଲା ୧୪ଦିନ ପାଇଁ ଜାମିନ 

mahabharatanews

ଇନ୍‌ଷ୍ଟା ରିଲ୍‌ ଛାଡି  ବିବାଦରେ ଅଞ୍ଜଳି ଅରୋରା

mahabharatanews

ଡଲାରର ମୂଲ୍ୟ ୮୩ ଟଙ୍କାକୁ ବୃଦ୍ଧି

mahabharatanews