ରାଜ୍ୟର ସମସ୍ତ ଅଧିକାରୀ @odisha.Gov.in ରେ ମେଲ ଆଇଡି କରିବାକୁ ନିର୍ଦ୍ଧେଶ| ଡିଜିଟାଲରେ ସୁଧାର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ| ଏଣିକି ସରକାରୀ କାମରେ ବ୍ୟବହାର ହେବ ସ୍ବଦେଶୀ ଇମେଲ | ଭିଡିଓ କନଫର୍ସିଙ୍ଗ ଆଳାପ ନାମରେ ଏକ ସ୍ବଦେଶୀ ସିଷ୍ଟମକୁ ଡେଭଲପ କରିଛି ଓକାକ| ବ୍ଲକ,ଜିଲ୍ଲା ଓ ରାଜ୍ୟସ୍ତରରେ ଏହାକୁ ବ୍ୟବହାର କରାଯିବ | ଏନେଇ ସମସ୍ତ ସଚିବଙ୍କ ସହ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ| କାଗଜ ଡାଏରୀ ବଦଳରେ ବ୍ୟବହାର ହେବ ଇ-ଡାଏରୀ|
previous post
