ଓଡିଶା

ଡିଜିଟାଲରେ ସୁଧାର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ରାଜ୍ୟର ସମସ୍ତ ଅଧିକାରୀ @odisha.Gov.in ରେ ମେଲ ଆଇଡି କରିବାକୁ ନିର୍ଦ୍ଧେଶ| ଡିଜିଟାଲରେ ସୁଧାର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ| ଏଣିକି ସରକାରୀ କାମରେ ବ୍ୟବହାର ହେବ ସ୍ବଦେଶୀ ଇମେଲ | ଭିଡିଓ କନଫର୍ସିଙ୍ଗ ଆଳାପ ନାମରେ ଏକ ସ୍ବଦେଶୀ ସିଷ୍ଟମକୁ ଡେଭଲପ କରିଛି ଓକାକ| ବ୍ଲକ,ଜିଲ୍ଲା ଓ ରାଜ୍ୟସ୍ତରରେ ଏହାକୁ ବ୍ୟବହାର କରାଯିବ | ଏନେଇ ସମସ୍ତ ସଚିବଙ୍କ ସହ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ| କାଗଜ ଡାଏରୀ ବଦଳରେ ବ୍ୟବହାର ହେବ ଇ-ଡାଏରୀ|

Related posts

୨୨ରୁ ଧାରଣାରେ ବସିବେ ବସ ମାଲିକ , ୧ରୁ ବସ୍‌ ଧର୍ମଘଟ

mahabharatanews

ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି

mahabharatanews

ନାଁ ନ ନେଇ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର

mahabharatanews