ଓଡିଶା

‘କରୋନା ପାଇଁ ଆତଙ୍କିତ ହେବାର ନାହିଁ; ; ସ୍ୱାସ୍ଥ୍ୟ ନିର୍ଦେଶକ 

(ଭୁବନେଶ୍ୱର) : ରାଜ୍ୟରେ ଦୁଇଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି।  ହେଲେ ଏହାକୁ ନେଇ ଆତଙ୍କିତ ହେବାର ନାହିଁ। ସେମାନଙ୍କ ଭିତରେ ଲକ୍ଷଣ ବହୁତ କମ୍ ଅଛି। ଦୁହେଁ ଘରେ ଚିକିତ୍ସିତ ହେଉଛନ୍ତି। ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଓ ଯାହା କୋଭିଡ ସମୟରେ କରାଯାଏ, ତାହା ହୋଇଛି। ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ମତ ରଖିଛନ୍ତି। ।

ସୂଚନାନୁଯାୟୀ, ଡାଇରିଆ ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, କଣ୍ଟାବାଞ୍ଜିରେ ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ପାଇଛୁ।  ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଟିମ୍ ଘଟଣାସ୍ଥଳକୁ ଯାଇଛି। ସେମାନେ ଆସିଲେ, ଯାହା ରିପୋର୍ଟ ଆସିବ।

Related posts

ଶିଶୁଭବନରେ କରୋନା ଚିହ୍ନଟ ପରେ ଆଉଟଡୋର ବନ୍ଦ

mahabharatanews

ଆଜିଠାରୁ ରଥ ଭଙ୍ଗା କାମ ଆରମ୍ଭ

mahabharatanews

ପୁଲିସ କବଜାରେ ଗହଣା ଲୁଟେରା ଗ୍ୟାଙ୍ଗ, ୮ ଅଭିଯୁକ୍ତ ଗିରଫ

mahabharatanews

Leave a Comment