ଓଡିଶା

ସ୍ବାସ୍ଥ୍ୟମନ୍ତ୍ରୀ ଲୋଇସିଂହା ନିର୍ବାଚନ ମଣ୍ଡଳୀ ରୁଗୁଡ଼ିଖାଲ ଛକଠାରେ ନୂଆଁଖାଇ ଭେଟଘାଟ

ଏକତାର ଉତ୍ସବ  ନୂଆଁଖାଇ ଭେଟଘାଟ୍ ନୂଆଁ ଧାନର ମହକ, ମାଟିର ମମତା ଓ ଆତ୍ମୀୟତା ଭାବନା ନେଇ ଆସିଥାଏ ଆମର ମହାନ୍ ପର୍ବ ନୂଆଁଖାଇ। ଏହି ପବିତ୍ର ଅବସରରେ  ରୁଗୁଡ଼ିଖାଲ୍ ଛକଠାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପରିବାରର “ନୂଆଁଖାଇ ଭେଟଘାଟ୍-୨୦୨୬” କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ, ଉଲ୍ଲାସ ଓ ଆତ୍ମୀୟତାର ସହ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ  ଝାରସୁଗୁଡ଼ା ବିଧାୟକ  ଟଙ୍କଧର ତ୍ରିପାଠୀ,  ବରଗଡ଼ ବିଧାୟକ  ଅଶ୍ୱିନୀ କୁମାର ଷଡ଼ଙ୍ଗୀ,  ଭଟଲି ବିଧାୟକ  ଇରାଶିସ ଆଚାର୍ଯ୍ୟ,  ଅତାବିରା ବିଧାୟକ  ନିହାର ରଞ୍ଜନ ମହାନନ୍ଦ,  କଣ୍ଟାମାଳ ବିଧାୟକ  କହ୍ନେଇ ଚରଣ ଡାଙ୍ଗ,   ଟିଟିଲାଗଡ଼ ବିଧାୟକ  ନବୀନ କୁମାର ଜୈନ, ବିଜେପି ରାଜ୍ୟ ଉପସଭାପତି  ଶିବାଜୀ ମହାନ୍ତି, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁଗଳ କିଶୋର ପୋଢ଼ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପରିବାରର ସଦସ୍ୟମାନେ ଉପସ୍ଥିତ ରହିଥିଲେ।

Related posts

ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ

mahabharatanews

ବିକଳାନନ୍ଦ କରଙ୍କ ୫୦ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

mahabharatanews

୬ ଦଫା ଦାବି ନେଇ ଫନି କ୍ଷତିଗସ୍ତ ଅସହାୟ ପୀଡ଼ିତଙ୍କ ଧାରଣା

mahabharatanews