ମନୋରଞ୍ଜନ

ଭାଇରଲ ହେଲା ହ୍ରିତିକ ରୋଶନ ଓ ପ୍ରେମିକା ସବାଙ୍କ ଫୋଟୋ

(ମୁମ୍ବାଇ) : ଚର୍ଚ୍ଚାରେ ଅଭିନେତା ହ୍ରିତିକ ରୋଶନ ଓ ତାଙ୍କ ପ୍ରେମିକା ସବା ଆଜାଦ । ଉଭୟ ଛୁଟି କାଟୁଛନ୍ତି। ଏହି ଯୋଡି ଆର୍ଜେଣ୍ଟିନାର ବୁଏନ୍ସ ଆୟରିସରେ ବେଶ୍ ମଧୁର ସମୟ ବିତାଉଛନ୍ତି। ସବା ସେମାନଙ୍କ ଭ୍ୟାକେସନ୍‌ ବା ଛୁଟିର ଏକ ନୂତନ ଫଟୋ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସବା ଆଜାଦ ନିଜ ଇନଷ୍ଟାଗ୍ରାମରେ ପ୍ରେମୀଯୁଗଳଙ୍କର ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି।

ଇନ୍‌ଷ୍ଟା ଷ୍ଟୋରିରେ ‘ଆକବର’ ଅଭିନେତାଙ୍କ ଫଟୋ ସେୟାର କରି ଲେଖିଛନ୍ତି, “ମୋର ହିପ୍ପୋ ହୃଦୟ ବା ମାଇଁ ହିପୋ ହାର୍ଟ”। ଅନ୍ୟ ଏକ ଫଟୋରେ ହ୍ରିତିକ ଓ ସବା ସେଲଫି ପୋଜ୍‌ ଦେଇଛନ୍ତି। ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ହ୍ରିତିକ୍ ଏବଂ ସାବା ବାରମ୍ବାର ଏକାଠି ଯାତ୍ରା କରନ୍ତି ଓ ଫଟୋ ବି ପୋ‌ଷ୍ଟ୍‌ କରନ୍ତି। ହ୍ରିତିକ୍ ଏବଂ ସବାଙ୍କ ଡେଟିଂର ପ୍ରଥମ ଅପଡେଟ୍ ୨୦୨୨ ମସିହାରେ ଆସିଥିଲା।

Related posts

ସଲମାନ ଖାନଙ୍କ ଫାର୍ମ ହାଉସରେ ୨ ଅଜଣା ବ୍ୟକ୍ତି

mahabharatanews

ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍

mahabharatanews

ଆଲିଆ ନୁହେଁ ଏହି କ୍ରିକେଟରଙ୍କ ପତ୍ନୀଙ୍କୁ ବିବାହ କରିବାକୁ ଚାହୁଥିଲେ

mahabharatanews