ରାଜନୀତି

ମହାରାଷ୍ଟ୍ରରେ ମହାୟୁତିର ବିଜୟ : ସିନ୍ଦେ ଓ ଫଡନଭିସ ଉଭୟେ ଉଭୟଙ୍କୁ ଶୁଭେଚ୍ଛା

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ  ମହାୟୁତିର ବିଜୟ ହୋଇଛି ।  ସିନ୍ଦେ ଓ ଫଡନଭିସ ଉଭୟେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ସେହିପରି ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟକୁ  ବଡ ସଫଳତା ମିଳିଛି । ଯାହା ମହାରାଷ୍ଟ୍ର ଏବଂ  ନିର୍ବାଚନରେ  ଫଳାଫଳ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ  ବିଜେପି ୧୨୯ ସିଟରେ  ସଫଳତା ପାଇଛି ।  ୬ ମାସ  ପୂର୍ବରୁ  ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିଲା । ଦଳକୁ କେବଳ ୯ଟି ଲୋକସଭା ସିଟରେ ବିଜୟ ମିଳିଥିଲା ।  ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ  କଂଗ୍ରେସକୁ ବଡ ପରାଜୟ ମିଳିଛି ।

Related posts

ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ

mahabharatanews

ଆଜି ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ଚାଲିଛି ମତଦାନ

mahabharatanews

ଲାଲୁଙ୍କ ଘରେ ସିବିଆଇ ରେଡ୍

mahabharatanews