ଓଡିଶା

ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟ ୨୦୨୪ କୁ କ୍ୟାବିନେଟ ରେ ପାରିତ। ଆସନ୍ତା ବିଧାନସଭାରେ ଏହା ଉପସ୍ଥାପନ ହେବ। ଏହା ମୁଖ୍ୟ ଉଦ୍ଦେଶ୍ୟ, ବିଶ୍ୱବିଦ୍ୟାଳୟ କୁ ସ୍ୱାୟତ୍ତ ଅଟୋନୋମି ପ୍ରଦାନ କରିବା। ଶିକ୍ଷକ ନିଯୁକ୍ତି ପ୍ରତିବନ୍ଧକ ହଟାଇବା, କୁଳପତି ଚୟନ ପ୍ରକ୍ରିୟା ରେ ଶିକ୍ଷାବିତ୍ ଙ୍କୁ ପ୍ରାଧାନ୍ୟ ଦିଆଯିବ, ଶିକ୍ଷାନୀତି ୨୦୨୦ ଲାଗୁ କରିବାକୁ ତାଙ୍କ କ୍ଷମତା ବଢ଼ାଇବାକୁ ପ୍ରସ୍ତାବ ରଖାଯାଇଛି।

Related posts

ଅନୁଗୁଳରେ କରେଣ୍ଟ ଦେଇ ହାତୀକୁ ହତ୍ୟା

mahabharatanews

ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ

mahabharatanews

ସଡକ ଦୂର୍ଘଟଣାରେ ନୃତ୍ୟ ଶିକ୍ଷକଙ୍କ ମୃତ୍ୟୁ

mahabharatanews