Uncategorized

ମହିଳା ଗୋଷ୍ଠୀ କେନ୍ଦ୍ର ଓ ଦୋଳ ମଣ୍ଡପ ଉଦଘାଟନ

ଦୀର୍ଘ ଦିନ ହେବ ଅବହେଳିତ ହୋଇଆସୁଥିବା ଗ୍ରାମ ରେ ଖୁସି ଆସିଛି ସେଇ ପରିପେକ୍ଷୀରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ  ଯୋରନ୍ଦା ପଞ୍ଚାୟତ ପାଇକରା ପୁର ଗ୍ରାମରେ ମହିଳା ଗୋଷ୍ଠୀ କେନ୍ଦ୍ର ଏବଂ ଲଷ୍ମୀ ନାରାୟଣ ଦୋଳ ମଣ୍ଡପ ଉଦ୍ଘାଟନ  କରିଛନ୍ତି ବିଜେପି ନେତା ଅଭୟ ବାରିକ ଏହି ଉଦଘାଟନ ଉତ୍ସବ ରେ ଯୋଗଦେଇ ଥିଲେ ବର୍ତ୍ତମାନର ସରପଞ୍ଚ  ପୂର୍ବତନ ସରପଞ୍ଚ  ପୂର୍ବତନ ସମିତି ସଭ୍ୟା ଗ୍ରାମର ୱାର୍ଡ ମେମ୍ବର ଓ ମାନ୍ୟବର କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କର ଆଠଗଡ ବ୍ଲକର ପ୍ରତିନିଧି ୧ ନମ୍ବର ଜୋନ ମଣ୍ଡଳ ସଭାପତି ଙ୍କ ଶହ ଗ୍ରାମ ର  ସମସ୍ତ ଅଧିବାସୀ ମାନେ ଗ୍ରାମ ର ପାନୀୟ ଜଳ ର ବହୁ ଅସୁବିଧା ହେଉ ଥିବାରୁ  ଲୋକ ମାନେ ବିଜେପି ନେତା ଅଭୟ ବାରିକ ଙ୍କୁ ଜଣାଇ ଥିଲେ ସଂଗେ ସଂଗେ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ଖୁବ ଶୀଘ୍ର ସମସ୍ୟା ସାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ଶ୍ରୀ ବାରିକ ।

Related posts

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସର ୨ ବିଧାୟକଙ୍କ ଇସ୍ତଫା

mahabharatanews

୧୨ କୋଟି ଟଙ୍କାର ଡ୍ରଗ୍ସ ଜବତ

mahabharatanews

ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ନେଇ ଆତଙ୍କବାଦୀ ମସୁଧା

mahabharatanews