ଓଡିଶା

ଗତ ୨୪ ଘଣ୍ଟାରେ ଦେଶରୁ ୩୧୦ ସଂକ୍ରମିତ ଚିହ୍ନଟ

(ଭୁବନେଶ୍ୱର) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରାମଣଙ୍କ ସଂଖ୍ୟା । ଏହିକ୍ରମରେ ୨୪ ଘଣ୍ଟାରେ ଦେଶରୁ ୩୧୦ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି । ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୪୦୦ ତଳେ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ସୂଚନାନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୧୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ ରାଯାଇଛି । ୩୧୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୯, ୯୦,୫୮୮ରେ ପହଞ୍ଚିଛି। ୩ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୮୭୦କୁ ବୃଦ୍ଧି ପାଇଛି।

Related posts

ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସୁବର୍ଣ୍ଣ ଲୋକ ମହୋତ୍ସବ ଜାନୁଆରୀ ୭ରୁ ଆରମ୍ଭ

mahabharatanews

ଗୃହ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ

mahabharatanews

ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ମୋଦି

mahabharatanews