ଖେଳଭାରତ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ମ୍ୟାଚ୍ ରେ ଶୁଭମନ ଗିଲ୍‌ଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ପନ୍ତ ଦୀର୍ଘ ଦିନ ପରେ ଭାରତର ଟେଷ୍ଟ ଦଳକୁ ଫେରିଛନ୍ତି, ପୂର୍ବରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ସମୟରେ ସେ ଆହତ ହୋଇଥିଲେ।

IND vs SA Test: दक्षिण अफ्रीका के खिलाफ टेस्ट सीरीज के लिए भारतीय टीम में होगी स्टार खिलाड़ी की एंट्री, स्क्वॉड में होगा एक बदलाव | Rishabh Pant set to return to

ଚୟନକର୍ତ୍ତାମାନେ ଅଭିଜ୍ଞ ଏବଂ ଯୁବ ପ୍ରତିଭାର ସନ୍ତୁଳନ ସହିତ ଏକ ଶକ୍ତିଶାଳୀ ଦଳ ଚୟନ କରିଛନ୍ତି। ଯଶସ୍ୱୀ ଜୟସ୍ୱାଲ, ସାଇ ସୁଦର୍ଶନ ଏବଂ ଦେବଦତ୍ତ ପାଡିକ୍କଲଙ୍କ ପରି ଯୁବ ଖେଳାଳିମାନେ ଦଳରେ ସ୍ଥାନ ପାଇଛନ୍ତି। ଜସପ୍ରିତ ବୁମରାହ ଏବଂ ମହମ୍ମଦ ସିରାଜ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ। ସେହିପରି ସ୍ପିନ୍ ବିଭାଗରେ ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବ ନେତୃତ୍ୱ ନେବେ।\

Indian Cricket team

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ:- ଶୁଭମାନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉପ-ଅଧିନାୟକ), ଯଶସ୍ୱୀ ଜଯସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଦିକ୍କଲ, ଧ୍ରୁଭ ଜୁରେଲ, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମ୍ରା, ଅକ୍ଷାର ପଟେଲ, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ଅକ୍ଷୟ ପଟେଲ, କୁଲଦୀପ ଯାଦବ, ଆକାଶ ଦୀପ ।

Related posts

ହରିୟାଣା ହିଂସାକାଣ୍ଡ :  ୧୪୪ ଧାରା ଲାଗୁ ସହ  ୨ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

mahabharatanews

ଜାକି ରାକୁଲଙ୍କ ପ୍ରେମ ଚର୍ଚ୍ଚା

mahabharatanews

ମାଦ୍ରିଦ୍ ସ୍ପେନ୍‌ ମାଷ୍ଟର୍ସ ଉପବିଜୟିନୀ ପିଭି ସିନ୍ଧୁ

mahabharatanews