ଓଡିଶାଦୁର୍ଘଟଣା

ଓଡ଼ିଶା ଆନ୍ଧ୍ର ସୀମାନ୍ତ ସାଲୁର ଘାଟି ଚଢ଼ୁଥିବା ବେଳେ ଜଳିଗଲା ଓଏସ୍‌ଆରଟିସି ବସ୍

ଘାଟିରେ ହୁତୁହୁତୁ ହୋଇ ଜଳିଗଲା ଓଏସ୍‌ଆରଟିସି ବସ୍। ଓଡ଼ିଶା ଆନ୍ଧ୍ର ସୀମାନ୍ତ ସାଲୁର ଘାଟି ଚଢ଼ୁଥିବା ବେଳେ ଘଟିଲା ଅଘଟଣ। ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ତେବେ ଇଞ୍ଜିନରେ ସର୍ଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ବସ୍‌ଟି ବିଶାଖାପାଟଣାରୁ ବାହାରି ଜୟପୁର ଅଭିମୁଖେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି । ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ କୌଣସି ଜୀବନହାନି ଘଟି ନାହିଁ । ଘଟଣା ସ୍ଥଳରେ ଆନ୍ଧ୍ର ସାଲୁର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହିତ ତଦନ୍ତ ଆରମ୍ଭ କରିଛି ।

Police on standby after OSRTC bus catches fire in Salur Ghati, Andhra Pradesh

Related posts

ବରମୁଣ୍ଡା ବସଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ

mahabharatanews

ଗତ ୨୪ ଘଣ୍ଟାରେ ୧୪୧୭ କ୍ବାରେଣ୍ଟାଇନ୍‌ରୁ, ୧୦୦୬ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

mahabharatanews

୨୧ଦିନ ଚାଲିବ ଭଞ୍ଜନଗର ଠାକୁରାଣୀ ଯାତ୍ରା

mahabharatanews