ଓଡିଶା

ତାରକେଶ୍ବର ମହାଦେବ ମନ୍ଦିରରେ କଳସ ସ୍ଥାପନ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ତାରଣା ଗ୍ରାମ ବେହେରା ସାହି ସ୍ଥିତ ବାବା ତାରକେଶ୍ବର ମହାଦେବ ମନ୍ଦିରରେ ଚୂଡା କାର୍ୟ୍ୟ ସମ୍ପନ୍ନ ହୋଇଛି।
ବାବା ତାରକେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠାର ଦୀର୍ଘ ୭୪’ ବର୍ଷ ପରେ ବିଜୟ କୁମାର ବେହେରା’ଙ୍କ ତତ୍ବାବଧାନରେ ମନ୍ଦିର ଚୁଡା କାର୍ୟ୍ୟ ଓ କଳସ ସ୍ଥାପନ ସମ୍ପନ୍ନ ହୋଇଛି। କଳସ ସ୍ଥାପନ ପୂର୍ବରୁ ପୁରୋହିତ ସୁବାଷ ଚନ୍ଦ୍ର ତ୍ରୀପାଠି ହୋମ ଓ ପୂଜା କାର୍ୟ୍ୟ ସମ୍ପନ୍ନ କରିଥିଲେ। ଏଥିରେ ସହଯୋଗ କରିଥିବା ବ୍ୟକ୍ତି ସର୍ବଶ୍ରୀ ତାରିଣୀ ବେହେରା, ମନୋଜ ବେହେରା, ସୁମନ୍ତ ବେହେରା, ସୁଶାନ୍ତ, କାଲ, ଦୂତ, ବୁଲୁ, ପଲୁ, ଅଞ୍ଜନ, ମଣ୍ଟୁ, ରାଜକିଶୋର, ଦିଲିପ, ଗୌରାଙ୍ଗ, ଗୁଠଲୁ, ଭଗବାନ ମାହାଲି, ବିଶ୍ବଜୀତ, ରାଜୁ, ଭୀମ, ରାମରାଇ, ଦିଗାମ୍ବର, ହିତେଶ, ସୋନୁ, ଜଗନ୍ନାଥ ମଣ୍ଡଳ, ପରିତୋଷ ମଣ୍ଡଳ, ଝୁନୁ ମଣ୍ଡଳ, ନରେଶ ମଣ୍ଡଳ, ବିକଶିତ ମଣ୍ଡଳ, ନିମାଇ ହେମ୍ବ୍ରମ, ଚୁନୁ ହେମ୍ବ୍ରମ, ଲକ୍ଷ୍ମଣ ମାଝୀ, ଆଭାସ୍ ବାବୁ, ପିତାମ୍ବର ମୁର୍ମୁ, ମାଇସା ମାହାଲି, ଅନୀଲ, ଜଗଦୀଶ, ସତ୍ୟ ନରାୟଣ, ରବି, ସାମ୍ବାଦିକ ବସନ୍ତ ସାଣ୍ଡିଲ, ଖେମରାଜ ପଲେଇ, ଅନୀଲ ମଣ୍ଡଳ, ପାର୍ବତୀ ମାହାଲି ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। କାର୍ୟ୍ୟକ୍ରମ ଶେଷରେ ସମସ୍ତ ଭକ୍ତଗଣ’ଙ୍କୁ ପିତାମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି, ଫାଙ୍କା ପଡ଼ିଛି ୬ ଭାଗରୁ ୫ ଭାଗ ପ୍ରିନ୍ସିପାଲ ପଦବୀ

mahabharatanews

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା

mahabharatanews

ଆସନ୍ତା ୨ ଓ ୩ତାରିଖରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା 

mahabharatanews