ଓଡିଶା

ଅସୁସ୍ଥ ଅଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

(ଭୁବନେଶ୍ୱର) : ଅସୁସ୍ଥ ଅଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମଙ୍ଗଳବାର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁଯାୟୀ , ସେ ନିଜର ବାଲୁକା କଳା ମଧ୍ୟରେ ଦଶ ବିଦେଶରେ ବେଶ ନାଁ କମାଇପାରିଛନ୍ତି । ତେବେ ତାଙ୍କ ଦେହ ହଠାତ ଅସୁସ୍ଥ ହେବା ଓଡ଼ିଶାବାସୀଙ୍କୁ ଚିନ୍ତିତ କରିଦେଇଛି । ତେବେ ତାଙ୍କର ଆସୁଆରୋଗ୍ୟ କାମନା କରାଯାଇଛି ।

Related posts

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପ୍ରସ୍ତୁତ କଲାଣି ବ୍ଲକ ପ୍ରଶାସନ 

mahabharatanews

ରାଜ୍ୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୦୮ ବିହ୍ନଟ

mahabharatanews

କେନ୍ଦ୍ର ମାର୍ଗନିର୍ଦ୍ଦେଶିକା ପଢିବାକୁ ବିଜେଡି ମୁଖପାତ୍ରଙ୍କ ଅନୁରୋଧ

mahabharatanews