ଭାରତ

ଜାପାନରେ ଭୂମିକମ୍ପ ଅନୁଭୂତ 

(ଜାପାନ) : ଜାପାନରେ ଭୂମିକମ୍ପ ଅନୁଭୂତ । ମଙ୍ଗଳବାର ଉତ୍ତର ଜାପାନର ଇୱାଟେ ଏବଂ ଆମୋରି ପ୍ରଦେଶରେ ଭୂକମ୍ପ ଘଟିଛି। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୧ରେ ମାପ କରାଯାଇଥିଲା । ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଇୱାଟେ ପ୍ରିଫେକ୍ଟରର ଉତ୍ତର ଉପକୂଳ ଅଂଶ ଥିଲା। ବର୍ତ୍ତମାନ ଏହି ଭୂକମ୍ପରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ଏହାପୂର୍ବରୁ ଜାନୁଆରୀ ମାସରେ ଜାପାନରେ ୭.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା।

ସୂଚନାନୁଯାୟୀ , ଏଥିରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟ ମଧ୍ୟରେ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଥିଲା । ତିହାର ଜେଲରେ କଟିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ରାତି ଲୋକସଭା ନିର୍ବାଚନ ୨୦୨୪ ଆସନ । ଏହି କାରଣରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୦୦୦ ଘର ନଷ୍ଟ ହୋଇଯାଇଥିଲା।

Related posts

ଦିଲ୍ଲୀରେ ପୁଣିଥରେ ବୋମା ଧମକ 

mahabharatanews

ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ

mahabharatanews

କେଜ୍ରିୱାଲଙ୍କ ଇଡି ଆବେଦନ ଖାରଜ

mahabharatanews