ମନୋରଞ୍ଜନ

ଜୟା ପ୍ରଦାଙ୍କୁ ଜେଲଦଣ୍ତ ସହ ଜରିମାନା

(ମୁମ୍ବାଇ) : ବଢିଲା ଅଭିନେତ୍ରୀ ତଥା ରାମପୁର ନିର୍ବାଚନମଣ୍ତଳୀର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କ ଅଡୁଆ । ୬ ମାସ ଜେଲଦଣ୍ତ ସହ ଭରିବେ ୫ ହଜାର ଜରିମାନା । ଚେନ୍ନାଇର ରାୟପେଟାର ଏକ ସିନେମା ହଲ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି କରି ଚେନ୍ନାଇର ଏକ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ଜୟପ୍ରଦାଙ୍କ ଥିଏଟରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ESI ନଦେବା ଅଭିଯୋଗ ହୋଇଥିଲା । ଏହି ସିନେମା ହଲକୁ ଚେନ୍ନାଇର ରାମ କୁମାର ଓ ରାଜା ବାବୁ ପରିଚାଳନା କରନ୍ତି । ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ଇଏସଆଇ ପ୍ରିମିୟମ ଦେବାରେ ବିଫଳ ହୋଇଥିଲା । ଏହାକୁ ବିରୋଧ କରି କିଛି କର୍ମଚାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

 

Related posts

୨୫୦ କୋଟି ଆୟ କଲା ସନି ଦେଓଲଙ୍କ ‘ଗଦର ୨’ !

mahabharatanews

ନିଜ ରିଲେସନକୁ ଓପନ କରି ଗାର୍ଲଫ୍ରେଣ୍ଡ ସହ ଫୋଟୋ ଛାଡିଲେ ହ୍ରିତିକ ରୋଶନ

mahabharatanews

ଆଲିଆ ନୁହେଁ ଏହି କ୍ରିକେଟରଙ୍କ ପତ୍ନୀଙ୍କୁ ବିବାହ କରିବାକୁ ଚାହୁଥିଲେ

mahabharatanews