ଓଡିଶା

ଆଜି ବିଶ୍ଵ ହାତୀ ଦିବସ 

(ଭୁବନେଶ୍ୱର) : ଗୋଟିଏ ପଟେ ହାତୀ ଉପଦ୍ରଵ ବୃଦ୍ଧି ପାଉଥିବା ବେଳେ ଆଜି ହାତୀ ପାଇଁ ଦିନଟିଏ । ହଁ ଆଂଜ୍ଞା ଆପଣଙ୍କୁ ଜଣାଇଦେଉଚୁ କି  ଆଜି ବିଶ୍ଵ ହାତୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ହାତୀ ପାଇଁ ଜନସଚେତନତା ସୃଷ୍ଟି କରିବା ଦିଗରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି ।

ସୂଚନାନୁଯାୟୀ ,  ୨୦୧୨ ମସିହା ଅଗଷ୍ଟ ୧୨ରେ ପ୍ରଥମ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇଥିଲା । ପ୍ରକୃତିର ଅବକ୍ଷୟ ଯୋଗୁଁ ନାନାଦି ଆସୁବିଧାର ସମ୍ମୁଖିନ ହେଉଥିବା ଏହି ନିରୀହ ଜୀବନକୁ ସୁରକ୍ଷା ଦେବା ନିମନ୍ତେ ଏହି ଦିନର ସୃଷ୍ଟି । ଖାଦ୍ୟ ଓ ପାଣି ପାଇଁ ସେମାନେ ଜନବସତି ମୁଁହା ହେଉଛନ୍ତି।  ଅନେକ ସମୟରେ ହାତୀପଲ ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ଏଣୁ ଜନ ସଚେତନା ପାଇଁ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି ।

Related posts

୨୯ରୁ ଶୁଳିଆ ମହୋତ୍ସବ

mahabharatanews

ଜିଲ୍ଲାସ୍ତରରେ ରାଜସ୍ବ ସମୀକ୍ଷା ବୈଠକ

mahabharatanews

ମଶାଣିକୁ ବାଟ ନ ଥିବାରୁ ଗାଁ ଲୋକଙ୍କ ରାସ୍ତା ଅବରୋଧ

mahabharatanews