ମନୋରଞ୍ଜନ

ମିସ୍‌ ଟିନ୍‌ ଡିଭା ୨୦୨୨ ମୁକୁଟ ହାତେଇଛନ୍ତି କୀଟ ୟୁନିଭର୍ସିଟିର ଛାତ୍ରୀ ତ୍ରିଶ୍ନା ରାୟ

ଭୁବନେଶ୍ୱର : କୀଟ ୟୁନିଭର୍ସିଟିର ଛାତ୍ରୀ ହେଲେ ମିସ୍‌ ଟିନ୍‌ ଡିଭା | ମିସ୍‌ ଟିନ୍‌ ଡିଭା ୨୦୨୨ ମୁକୁଟ ହାତେଇଛନ୍ତି ତ୍ରିଶ୍ନା ରାୟ । ତେବେ ତ୍ରିଶ୍ନା ହେଉଛନ୍ତି ଫ୍ୟାଶନ୍‌ ଟେକ୍ନୋଲୋଜି କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ | ତେବେ ଜସ୍ଥାନର ଜୟପୁରରେ ଆୟୋଜିତ ହୋଇଥିବା ମିସ୍‌ ଟିନ୍‌ ଡିଭା ୨୦୨୨ରେ ସେ ଏହି ସଫଳତା ହାସଲ କରିଛନ୍ତି । ୬ ଏପ୍ରିଲରୁ ୧୩ ଏପ୍ରିଲ ଯାଏ ଚାଲିଥିଲା ପ୍ରତିଯୋଗିତା । ଏଥିରେ ତ୍ରିଶ୍ନା ବିୟୁଟି ଓ୍ଵିଥ୍‌ ବ୍ରେନସ୍‌, ବେଷ୍ଟ ଇନ୍‌ ରାମ୍ପଓ୍ଵାକ୍‌ ଓ ବେଷ୍ଟ ଇନ୍‌ ସ୍ପିଚ୍‌ ରାଉଣ୍ଡରେ ମଧ୍ୟ ସଫଳତା ପାଇଥିଲେ । ଗ୍ଲାମାନନ୍ଦ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଭାରତ ୨୪ ଚ୍ୟାନେଲ ପକ୍ଷରୁ କାର୍ଯ୍ୟକ୍ରମ କରାଯାଇଥିଲା । ମୁକୁଟ ହାତେଇବା ପରେ ଏବେ ଆର୍ନ୍ତଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବେ ତ୍ରିଶ୍ନା ।

Related posts

ଭାଇରଲ ହେଲା ହ୍ରିତିକ ରୋଶନ ଓ ପ୍ରେମିକା ସବାଙ୍କ ଫୋଟୋ

mahabharatanews

ନଭେମ୍ବର ୨୩ରେ ପଲାଶ ମୁଚାଲଙ୍କୁ ବିବାହ କରିବେ ସ୍ମୃତି ମନ୍ଧାନା

mahabharatanews

ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଅରିଜିତ ସିଂହ!

mahabharatanews