ମନୋରଞ୍ଜନ

ବିବାହ କରିବେ ପୁଲକିତ ସମ୍ରାଟ – କ୍ରିତି ଖରବନ୍ଦା

(ମୁମ୍ବାଇ) : ବଲିଉଡ ଅଭିନେତା ପୁଲକିତ ସମ୍ରାଟ ତାଙ୍କ ଗର୍ଲଫ୍ରେଣ୍ଡ କ୍ରିତି ଖରବନ୍ଦାଙ୍କୁ ମାର୍ଚ୍ଚ ୧୩ ମାର୍ଚ୍ଚରେ ବିବାହ କରିବେ ବୋଲି ସୂଚନା ମିଳିଛି । ଏହା ହେଉଛି ପୁଲକିତ ସମ୍ରାଟଙ୍କ ଦ୍ୱିତୀୟ ବିବାହ। ଏହି ଦମ୍ପତି ହରିୟାଣାର ମାନେସରରେ ରୟାଲ ଅନ୍ଦାଜରେ ବିବାହ କରିବା ପାଇଁ ଯାଉଛନ୍ତି । ଏହି ବିବାହରେ ଦମ୍ପତିଙ୍କ ପରିବାର ସଦସ୍ୟ, କିଛି ସମ୍ପର୍କୀୟ ଏବଂ କିଛି ଘନିଷ୍ଠ ବନ୍ଧୁ ଯୋଗଦେବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ ,ହରିୟାଣାର ମାନେସର ଅରାବାଲି ପାହାଡ ମଧ୍ୟରେ ଅବସ୍ଥିତ ଆଇଟିସି ଗ୍ରାଣ୍ଡ ଭାରତ ପ୍ୟାଲେସରେ ପୁଲକିତ ସମ୍ରାଟ ଏବଂ କ୍ରିତି ଖାରବନ୍ଦଙ୍କ ବିବାହ କରିବାକୁ ଯାଉଛି। ଏହି ଗ୍ରାଣ୍ତ ହୋଟେଲ ହେଉଛି ୩୦୦ଏକର ବିସ୍ତାରିତ ଏକ ବିଳାସପୂର୍ଣ୍ଣ ହୋଟେଲ ଯେଉଁଥିରେ ସୁଇମିଙ୍ଗ୍ ପୁଲ ଏବଂ ୧୦୦ରୁମ୍ ଏବଂ ଭିଲା ମଧ୍ୟ ରହିଛି । ବିଧାୟକ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର ମାନସରର ଏହି ବିଳାସପୂର୍ଣ୍ଣ ହୋଟେଲରେ ଏହି ବିବାହ ଅନୁଷ୍ଠିତ ହେବ। ଏହା ବ୍ୟତୀତ ଏହି ବିଳାସପୂର୍ଣ୍ଣ ହୋଟେଲରେ ଗଲ୍ଫ କୋର୍ସ, ପାର୍କ ଏବଂ ସ୍ପା ଭଳି ସୁବିଧା ମଧ୍ୟ ରହିଛି ।

Related posts

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଯୋଗଦେଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

mahabharatanews

କର୍କଟ ରୋଗରେ ଆକ୍ରାନ୍ତ ହେଲେ ହାସ୍ୟ ଅଭିନେତା ଅତୁଲ ପରଚୁରେ

mahabharatanews

ଗିରଫ ହେବେ ଜରିନ ଖାନ 

mahabharatanews