ଓଡିଶା

ମହାଦୀପ ଓ ସୁନାବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହେଲା ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ଜାଗରଯାତ୍ରା . ସଠିକ ସମୟ ଭୋର 4ଟା 30ମିନିଟ ରେ ମନ୍ଦିର ଚୁଡା ରେ ସ୍ଥାପନ ହୋଇଥିଲା ମହାଦୀପ. ଲକ୍ଷାଧିକ ଭକ୍ତ ଙ୍କ ହରିବୋଲ ହୁଳହୁଳି ଓ ଘଣ୍ଟା କୀର୍ତ୍ତନ ର ଶବ୍ଦ ରେ ମହାଦୀପ କୁ ମୁଣ୍ଡାଇ ବେଢା ପ୍ରଦକ୍ଷଣ କରିବା ପରେ ମନ୍ଦିର ଚୁଡାରେ ସ୍ଥାପନ କରାଯାଇଥିଲା ମହାଦୀପ. ଲକ୍ଷାଧିକ ଭକ୍ତ ରାତି ଉଜାଗର ହୋଇ ଜାଗର ଜାଳିବା ସହ ବାବାଙ୍କ ଅପୂର୍ବ ସୁନା ବେଶ ଦର୍ଶନ କରିଥିଲେ. ସୁନା ବେଶ ଓ ମହାଦୀପ ଦେଖି ଭକ୍ତ ବିଭୋର ହୋଇଯାଇଥିଲେ.ମହାଶିବରାତ୍ରି ପାଇଁ ଦିନ ତମାମ ଚଲଚଞ୍ଚଳ ହୋଇଥିଲା ଆରଡ଼ି ପୀଠ.

Related posts

ସମଲ ବ୍ୟାରେଜ ଗେଷ୍ଟ ହାଉସ ଠାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ୨୦୨୬

mahabharatanews

ବିଶିଷ୍ଟ ସାହିତ୍ୟିକ ବାଉରୀବନ୍ଧୁ କରଙ୍କ ପରଲୋକ

mahabharatanews

ପଂଚାୟତ ନିର୍ବାଚନ: ନିଖୋଜ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

mahabharatanews