ଖେଳ

ଲିଜେଣ୍ଡାରୀ କ୍ରିକେଟର କପିଲ ଦେବଙ୍କୁ ଭବ୍ୟ ସ୍ଵାଗତ

(ଭୁବନେଶ୍ଵର) : ଭୁବନେଶ୍ଵରରେ ଲିଜେଣ୍ଡାରୀ କ୍ରିକେଟର କପିଲ ଦେବ । ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି । ଏକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେବେ।  

ସୂଚନାନୁଯାୟୀ , କପିଲ ଦେବ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ଥିଲେ ଓ କୁହାଯାଏ ତାଙ୍କ ପାଇଁ ଭାରତ ୧୯୮୩ ମସିହାରେ ବିଶ୍ୱକପ ଜିତିଥିଲା। ସେ ଜଣେ ଅଲ୍-ରାଉଣ୍ଡର ଥିଲେ ଓ ଭାରତୀୟ ଟିମ୍‌ର କୋଚ୍ ମଧ୍ୟ ଥିଲେ । ଓଡ଼ିଶା କ୍ରିକେଟରଙ୍କୁ କଣ ମେସେଜ ଦେବେ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯିବା ପୂର୍ବରୁ ଏନେଇ ନିଶ୍ଚୟ ପ୍ରତିକ୍ରିୟା ଦେବି।

Related posts

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି ୨୦ ମ୍ୟାଚ ରେ କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

mahabharatanews

ଈଶାନ କିଶନଙ୍କ କମାଲ

mahabharatanews

ପାରାଅଲିମ୍ପିକ୍ସରେ ଭାରତର ଦବଦବା

mahabharatanews