ସ୍ୱାସ୍ଥ୍ୟ

ଶରୀର ପାଇଁ ଖୁବ୍‌ ଜରୁରୀ ଲେମ୍ବୁ

ରାଜ୍ୟରେ ବୃଦ୍ଧି  ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରକୋପ। । ତେବେ ଏହି ଗ୍ରୀଷ୍ମରେ ସୁସ୍ଥ ଶରୀର ପାଇଁ ଲେମ୍ବୁ ପାଣି ଖୁବ୍‌ ଜରୁରୀ ହୋଇଥାଏ। ଏଥିରେ ରୋଗ ହ୍ରାସ କରିବାର କ୍ଷମତା ରହିଛି। ମୁଖ୍ୟତଃ ହୃଦ୍‌ରୋଗ, କେଶ ଏବଂ ତ୍ୱଚା ପାଇଁ ଏହା ଅତ୍ୟନ୍ତ ଉପକାରୀ। ଲେମ୍ବୁରେ ଅନେକ ଭଲ ଗୁଣ ରହିଛି। ଏପରିକି ଏହା ଆପଣଙ୍କ ରୋଷେଇ ଘରର ଗନ୍ଧ ବି ଦୂର କରିପାରେ।  ତେବେ ଆସନ୍ତୁ  ଜାଣିବା କିଛି ଉପକାରିତା ସମ୍ପର୍କରେ…

୧. ଲେମ୍ବୁକୁ ଆପଣ ନିଜର ଘର ଓ ଆସବା ପତ୍ର ସଫା କରିବାରେ ବି ବ୍ୟବହାର କରିପାରିବେ। ଏହା ଦ୍ୱାରା ସଫା ଭଲ ହୋଇଥାଏ  ଆପଣ ଘର ପୋଛିବାକୁ ଯେଉଁ ଡିଟର୍ଜେଣ୍ଟ ପାଣି ବ୍ୟବହାର କରିଥାନ୍ତି ସେଥିରେ ଟିକେ ଲେମ୍ବୁ ମିଶାଇ ଦିଅନ୍ତୁ। ସେହି ପାଣିରେ ଘର ଓ ଆସବାପତ୍ର ପୋଛନ୍ତୁ। ଦେଖିବେ ଖୁବ୍‌ ଭଲ ସଫା ହେବ।

Related posts

ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା , ୩୮ ଜଣଙ୍କ ଜୀବନ ନେଲାଣି କରୋନା ସଂକ୍ରମଣ

mahabharatanews

ରାଜ୍ୟରେ ୫୦୦ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews

ଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ

mahabharatanews