ଭାରତ

ବଢୁଛି ବାଘ ମୃତ୍ୟୁ ସଂଖ୍ୟା : ଲଗାତାର ଗଲାଣି ୩ ଜୀବନ

(ମଧ୍ୟପ୍ରଦେଶ) : ପୁଣି ଚାଲିଗଲା ଆଉ ଏକ ଚିତାର ଜୀବନ । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାଈ ଚିତା ‘ଦକ୍ଷା’ର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ତିନି ମାସ ମଧ୍ୟରେ ତୃତୀୟ ଚିତାର ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ , ମାଈ ଚିତା ‘ଦକ୍ଷା’ର ମୃତ୍ୟୁର କାରଣ କୌଣସି ରୋଗ ନୁହେଁ । କୁନୋ ଜାତୀୟ ଉଦ୍ୟାନରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତାର ଅନ୍ୟ ଏକ ଚିତାଙ୍କ ସହ ଲଢେଇ ହୋଇଥିଲା । ଏଥିରେ ତାର ମୃତ୍ୟୁ ହୋଇଛି । ଦକ୍ଷିଣ ଆଫ୍ରିକା ଏବଂ ନାମିବିଆରୁ ଅଣଆଯାଇଥିବା ଏହା ତୃତୀୟ ଚିତା, ଯାହାର ଗତ ତିନି ମାସ ମଧ୍ୟରେ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଚିତା ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ ।

Related posts

ସାଂସଦ ପଦ ରଦ୍ଦ ପ୍ରାସଙ୍ଗ : ସୁପ୍ରମିକେର୍ଟ ଦ୍ୱାରସ୍ଥ ହେଲେ ଅହୁଆ ମୈତ୍ର

mahabharatanews

ଭାଙ୍ଗିଲା ୨୦ ବର୍ଷର ପରାଜୟ ଧାରା

mahabharatanews

ଫେରାର ହେବା ପରେ ଥାଇଲ୍ୟାଣ୍ଡରେ ଅଟକ ରହିଲେ ଲୁଥ୍ରା ବ୍ରଦର୍ସ

mahabharatanews