ମନୋରଞ୍ଜନ

ରିଲିଜ୍ ହେଲା ‘ଆଦିପୁରୁଷ’ଟ୍ରେଲର

(ମୁମ୍ବାଇ) : ସବୁ ଅପେକ୍ଷାର ଅନ୍ତଘଟାଇ ରିଲିଜ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର  ।   ସାଉଥ୍ ସୁରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲରକୁ ସମସ୍ତେ ପସନ୍ଦ କରୁଛନ୍ତି । ହାଇଦ୍ରାବାଦରେ ଲଞ୍ଚ ହେଲା ଟ୍ରେଲର ହାଇଦ୍ରାବାଦରେ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ଲଞ୍ଚ ପାଇଁ ଏକ ଗ୍ରାଣ୍ଡ ଇଭେଣ୍ଟ ଆୟୋଜିତ କରାଯାଇଥିଲା ।

ସୂଚନାନୁଯାୟୀ ,ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମ ଭୂମିକାରେ ନଜର ଆସୁଥିବା ବେଳେ କ୍ରିତି ସାନନଙ୍କୁ ମାତା ସୀତା ଭୂମିକାରେ ଦେଖିବା ପାଇଁ ମିଳୁଛି ।  ଯେଉଁଥିରେ ଚଳଚ୍ଚିତ୍ରର ସମସ୍ତ ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ । ଏହା ସହିତ ପ୍ରଶଂସକଙ୍କ ପାଇଁ ଟ୍ରେଲରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ମଧ୍ୟ ଆୟୋଜିତ ହୋଇଥିଲା ।

Related posts

‘ବିଗ୍‌ ବସ୍‌ ୧୭’ବିଜେତା ମୁନୱର୍‌ ଫାରୁକୀ

mahabharatanews

ଭେଣ୍ଟିଲେଟରରେ ଭର୍ତ୍ତି ହେଲେ ଅରୁନ୍ଧତୀ ନାୟର

mahabharatanews

ରେକର୍ଡ କଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା -୨: ଦ ରୁଲ୍’ର ଟିଜର

mahabharatanews