ଓଡିଶା

୨୩ରେ ମାହାଙ୍ଗା ଡବଲ ମର୍ଡର ଶୁଣାଣି

(ଭୁବନେଶ୍ୱର) : ଘୁଞ୍ଚିଲା ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି । ଆସନ୍ତା ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସାଲେପୁର JMFCଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ । ୩୦୨ରେ ମାମଲା ଚାଲୁ ପାଇଁ ତଳକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରଯାଇଥିଲା। ସେପଟେ ସାଲେପୁର JMFCରେ ମାହାଙ୍ଗା ଡବଲ ମର୍ଡର ଶୁଣାଣି ଘୁଞ୍ଚିଥିଲା ।

ସୂଚନାନୁଯାୟୀ , ଫେବ୍ରୁଆରୀ ୨୩ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ହାଇକୋର୍ଟରେ ମାମଲାର ଶୁଣାଣି ଥିବାରୁ ଅନୁମତି ଦେଲେ JMFC କୋର୍ଟ । ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଥିଲେ ।

Related posts

ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଥମିକ କୃଷି ସମବାୟ ସମିତି

mahabharatanews

ଓଡିଶା ମୋ ପରିବାର ଦ୍ୱାରା କରୋନା ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ

mahabharatanews

ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଭୟ; ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ

mahabharatanews